ଅଧିକ ପଢନ୍ତୁ ଓଡ଼ିଶା ଖବର
ଦୀର୍ଘ ୧ ଘଣ୍ଟା ଧରି ଚିଲିକାରେ ଫସିଥିଲା ଯାତ୍ରୀବାହି ଡଙ୍ଗା

ଅର୍ଗସ ବ୍ୟୁରୋ : ପୁଣି ଚିଲିକାରେ ଫସିଲା ଡଙ୍ଗା । ଦୀର୍ଘ ୧ ଘଣ୍ଟା ଧରି ଚିଲିକାରେ ଫସିଛି ଯାତ୍ରୀବାହି ଡଙ୍ଗା । ଡଙ୍ଗାରେ ୧୦ଟି ବାଇକ ସହ ୩୦ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ଡଙ୍ଗାଟି ଜହ୍ନିକୁଦାରୁ ସାତପଡା ଅଭିମୁଖେ ଯାଉଥିଲା । ଜହ୍ନିକୁଦା ଠାରୁ ୪କିମି ଗଲା ପରେ ହଠାତ୍ ଡଙ୍ଗା ମେସିନିରେ ଯାନ୍ତ୍ରିକ ତୃଟି ଦେଖାଦେବାରୁ ୧ଘଣ୍ଟା ଧରି ମିଝିଚିଲିକାରେ ଅଟକି ରହିଛି ।
Download Argus News App
