ଘଟଣାସ୍ଥଳକୁ ରେଳ ବିଭାଗର ଏକ ଟିମ ସହ ବିଶାଖାପାଟଣା ଡିଆରଏମ୍ ଯାଇ ପହଞ୍ଚିଛନ୍ତି । ସେହି ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ହୋଇଛନ୍ତି ।
ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ରେଳ ଯାତ୍ରୀ

ଅର୍ଗସ ବ୍ୟୁରୋ: ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ରେଳ ଯାତ୍ରୀ । ବିଶାଖାପାଟଣାରୁ କୋରାପୁଟ ଆସୁଥୁବା ପାସେଞ୍ଜର୍ ଟ୍ରେନ କିରଣ୍ଡୁଲ ଲାଇନଚ୍ୟୁତ ହୋଇଛି । ଆନ୍ଧ୍ରପ୍ରଦେଶର ଶିବଲିଙ୍ଗପୁରମଠାରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍ । ୬ ନଂ ବଗି ଲାଇନଚ୍ୟୁତ ହୋଇଛି । ଆରୁକ-ବିଶାଖାପାଟଣା ମଧ୍ୟରେ ଏ ଘଟଣା ଘଟିଛି ।
Download Argus News App
