ସେପଟେ ରାସ୍ତା ରେ ଆକ୍ରମଣ କରି ଗିରଫ ହୋଇଥିବା 7 ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ ରି କ୍ରିଏସନ କରିବା ପରେ କୋର୍ଟ ଚାଲାଣ କରିଛି ଚନ୍ଦକା ଥାନା ପୋଲିସ.. ଅଭିଯୁକ୍ତଙ୍କ ଠାରୁ 11 ଟି ମୋବାଇଲ ଓ ଗୋଟିଏ ଗାଡି ଜବତ କରାଯାଇଛି..ଆମେ ମାଡ଼ ମାରିନାହୁଁ ବୋଲି ଅଭିଯୁକ୍ତ ଛାତ୍ର ବୟାନ ଦେଇଛନ୍ତି ।...ଆମ୍ବିଆନସ
ମେଜରଙ୍କ ବାନ୍ଧବୀଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଯୁବତୀଙ୍କ ବାପା । ସେପଟେ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଛି ଓଡ଼ିଶା ପୋଲିସ ସଂଘ। ସେପଟେ ମାମଲା କୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି.. ରାସ୍ତା କୁ ଓଲ୍ହାଇ ମହିଳା ବିଜେଡି ପ୍ରତିବାଦ କରିଥିବା ବେଳେ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଏକ ସ୍ମାରକ ପତ୍ର ଦେଇଛି.. କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଘେରାଉ କରିଥିବା ବେଳେ ବିରୋଧୀ ଙ୍କୁ କଡା ଜବାବ ଦେଇଛି ବିଜେପି ।
ଭରତପୁର ଥାନାରେ ପୀଡ଼ିତାଙ୍କ ବିରୋଧରେ ହୋଇଥିବା ମାମଲା ଓ ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଙ୍କୁ ଥାନାରେ ମାଡ଼ ମାରିବା ଦୁଇଟି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ଖୁବ ଶୀଘ୍ରଅଭିଯୁକ୍ତ ପୋଲିସ ଙ୍କ ବିରୋଧ ରେ ବଡ଼ ଆକ୍ସନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: