ଅଧିକ ପଢନ୍ତୁ:ନୟାଗଡ଼ ସହରରେ ମାତିଛନ୍ତି ଦୁର୍ବୃତ୍ତ
ପରେ ଭାରତୀୟ ମୁଦ୍ରା ବିଷୟରେ ଜାଣିବା ପାଇଁ ପଚାରିଥିଲେ। ଦୋକାନୀ ଜଣଙ୍କ ତାଙ୍କୁ ଭାରତୀୟ ମୁଦ୍ରା ଦେଖାଉଥିବା ସମୟରେ ଯୁବକମାନେ କ୍ୟାଶ କାଉଣ୍ଟରରୁ ନିଜେ ହାତ ପୁରାଇ କିଛି ଟଙ୍କା ବାହାର କରି ଦେଖିଥିଲେ। ପରେ କୌଶଳ କ୍ରମେ ସାତ ହଜାର ଆଠ ସହ ଟଂକା ଲୋଟି କରିନେଇଥିଲେ l ଯାହା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳୁଛି। ଘଟଣାସ୍ଥଳରେ ସୋର ପୁଲିସ ପହଞ୍ଚି ତଦନ୍ତ କରୁଛି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ