ପଡୋଶୀ ଛତିଶଗଡରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ଟ୍ରେନ ଚଳାଚଳ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ଅତି କମରେ 15 ଦିନ ପାଇଁ ଟ୍ରେନ ଚଳାଚଳ ବନ୍ଦ କରିବାକୁ ଅପିଲ କରିଛନ୍ତି ମୁଖ୍ୟ ଶାସନ ସଚିବ । ପୂର୍ବରୁ ଛତିଶଗଡରୁ ଓଡିଶାକୁ ଟ୍ରେନ ଚଳାଚଳ ବନ୍ଦ କରିବା ପାଇଁ ରେଳ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ ରାଜ୍ୟ ସରକାର । କିନ୍ତୁ ରେଳ ମନ୍ତ୍ରାଳୟ ତରଫରୁ ଏହାକୁ ଅଗ୍ରାହ୍ୟ କରିଦିଆଯାଇଥିଲା ।
ଛତିଶଗଡରୁ ଓଡିଶାକୁ ଟ୍ରେନକୁ ଚଳାଚଳ ବନ୍ଦ ନେଇ ପୁଣି ଚିଠି ଲେଖିଲେ ରାଜ୍ୟ ସରକାର
ପ୍ରେମିକ ସାଜିଲା ଦଲାଲ

ଅର୍ଗସ ବ୍ୟୁରୋ: ନବରଙ୍ଗପୁରରେ ପ୍ରେମିକ ସାଜିଲା ଦଲାଲ । ବିବାହର ପ୍ରତିଶୃତି ଦେଇ ପ୍ରଥମେ ଶାରିରୀକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଅନ୍ୟ ପୁରୁଷକୁ ବିକ୍ରି କରିଦେଇଥିବା ଅଭିଯୋଗ । ୭୦ ହଜାର ଟଙ୍କାରେ ଯୁବତୀଙ୍କୁ ବିକି ଦେଲା ଦଲାଲ ପ୍ରେମିକ । ଫେସବୁକରେ ପ୍ରେମ ପରେ ଯୁବତୀଙ୍କୁ ଘରୁ ଉଠାଇନେଇଥିଲା ଗୋଲମୁଣ୍ଡାର ଅମିତ ତାଣ୍ଡି । ପରେ ରାଜ୍ୟ ଓ ରାଜ୍ୟ ବାହାର
Download Argus News App
