ଏହି ମେଗା ପ୍ରକଳ୍ପଟି କେବଳ କଟକ ନୁହେଁ ବରଂ ସମଗ୍ର ରାଜ୍ୟ ପାଇଁ ଏକ ବଡ ଅବଦାନ ହୋଇପାରିବ। ଏହି ଡାଇରୀ ପ୍ଲାଣ୍ଟ ମାଧ୍ୟମରେ ଓମଫେଡ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରିପାରିବ। ଏହାଛଡା ଦିନକୁ ୨ ଲକ୍ଷ ଲିଟର କ୍ଷୀରରୁ ଦୁଗ୍ଧ ପାଉଡର ପ୍ରସ୍ତୁତ କରାଯାଇ ପାରିବ।
ଉଦଘାଟିତ ହେଲା ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟ
Download Argus News App
