ସେହି ପାଣି ବାଟକୁ ଅବରୋଧ କରି ତାରି ଉପରେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ଚାଷ ଉଜୁଡିଯିବା କହି ସ୍ଥାନୀୟ ଲୋକେ କାର୍ଯ୍ୟବନ୍ଦ କରିବାକୁ ଆସିବାରୁ ତାଙ୍କୁ ଜ୍ଞାନ ରଞ୍ଜନ ଭୂଇଁଆ, ଚିତ୍ତ ରଞ୍ଜନ ଭୂଇଁଆ, ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଧମକ ଦେଉଥିବା କହିଛନ୍ତି । ସରପଞ୍ଚ ଦୀପକ ଭୂଇଁଆ କହିବା ଅନୁସାରେ ପ୍ରକଳ୍ପ କାର୍ଯ୍ୟ ଯେଉଁଠି ହେଉଛି ୨୦ବର୍ଷ ହେବ ଚାଷ ଜମିକୁ ପାଣି ଯାଉନାହିଁ । ଏନେଇ ବିବାଦ ଦେଖିବାକୁ ମିଳିଥିଲା।
ବଢ଼ିବାରେ ଲାଗିଛି ରାଜନୈତିକ ହିଂସା, ଦୁଇଗୋଷ୍ଠୀ ମୁହାଁମୁହିଁ

ଅର୍ଗସ ବ୍ୟୁରୋ: ବଢ଼ିବାରେ ଲାଗିଛି ରାଜନୈତିକ ହିଂସା। ଗୃହ ନିର୍ମାଣକୁ ବିରୋଧ କରି ଦୁଇଗୋଷ୍ଠୀ ମୁହାଁମୁହିଁ । ନିର୍ବାଚନ ଆଚରଣଵିଧି ବଳବତ୍ତର ଥିବା ବେଳେ ସଂସିଧା ପଞ୍ଚାୟତରେ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ମଣ୍ଡପ ଯେଉଁଠି ଆରମ୍ଭ ହେଉଛି ନଦୀରୁ କେନାଲ ସାହାଯ୍ୟରେ ପାଣି ଚାଷ ଜମିକୁ ଆସୁଥିଲା ।
ଫିଲ୍ଡ ଡ୍ୟୁଟି ସାରି ଘରକୁ ଫେରିବା ବାଟରେ ନିଖୋଜ ହେଲେ ଦିବ୍ୟ

ଅର୍ଗସ ବ୍ୟୁରୋ : ବରଗଡ ଜିଲ୍ଲା ବରପାଲି ପଂଜାବ ନ୍ୟାସ୍ନାଲ ବ୍ୟାଙ୍କର ଏଗ୍ରିକଲ୍ଚର ମ୍ୟାନେଜର ଦିବ୍ୟ ରଂଜନ ମିଶ୍ର ନିଖୋଜ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ନିଖୋଜ ଦିବ୍ୟ ରଂଜନଙ୍କ ଘର ବଲାଙ୍ଗୀର ସହରର ଶାନ୍ତିପଡାର ବୋଲି ଜଣାପଡିଛି । ତେବେ ବଲାଙ୍ଗୀର ବରଗଡ ରାସ୍ତାର ଏନ୍ଏଚ୍ ୨୬ ଅଙ୍ଗ ନଦରୀ ଚେରୁପାଲି ବ୍ରିଜ ଉପରେ ତାଙ୍କ
Download Argus News App
