ଅଧିକ ପଢ଼ନ୍ତୁ: ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ
ଏନେଇ ଉପ ଜିଲ୍ଲାପାଳ, ତହସିଲାଦାରଙ୍କ ନାଁରେ ନୂଆଁପଡ଼ା ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଏଖବର ପରେ ପରିବାରରେ ଦୁଃଖର ଛାୟୀ ଖେଳିଯାଇଛି। ପରବାର ଲୋକଙ୍କ ଅଭିଯୋଗ ଆମ ପୁଅକୁ ମାରିଦେଲେ। ବର୍ତ୍ତମାନ ପୋଲିସର କାର୍ଯ୍ୟକାରୀତା ଉପରେ ସମସ୍ତଙ୍କ ନଜର।