ଏତିକି ସମୟରେ ଗାଁ ମୁଣ୍ଡରେ ବାଘଟି ହଠାତ୍ ଚାଲି ଆସି ଗାଈର ତଣ୍ଟିକୁ ଧରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ଗାଁ ଲୋକେ ଠେଙ୍ଗା ବାଡ଼ି ଧରି ଚିତ୍କାର କରିବାରୁ ବାଘ ଜଙ୍ଗଲ ପଟେ ଚାଲି ଯାଇଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନକୁ ଠାବ କରିଛନ୍ତି । ଏବେ ଧରମବନ୍ଧା, ତୋର୍ରା ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି । ସ୍ଥାନୀୟ ଲୋକେ ମହାବଳ ବାଘ ବୋଲି କହୁଛନ୍ତି । ଅନ୍ୟପକ୍ଷରେ ବନ ବିଭାଗ କର୍ମଚାରୀ ଅଂଚଳରେ ବାଘ ସଚେତନ କରୁଛନ୍ତି ।
ଧରମବନ୍ଧା, ତୋର୍ରା ଅଞ୍ଚଳରେ ବାଘ ଆତଙ୍କ, ଲୋକେ ଭୟଭୀତ
ନବରଙ୍ଗପୁର ଥାନାରେ ପ୍ରଣବ ଓ ସଞ୍ଜୟଙ୍କ ନାମରେ ମାମାଲା ରୁଜୁ

ନବରଙ୍ଗପୁର : କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନା ବୋର୍ଡ ଡେପୁଟି ଚୟରମ୍ୟାନ ସଞ୍ଜୟ ଦାସବର୍ମାଙ୍କ ନାମରେ ନବରଙ୍ଗପୁର ଥାନାରେ ମାମଲା ରୁଜୁ କରାଯାଇଛି। ଧାରା 143,147, 323, 354,149 ଓ ଏସଟି/ ଏସସି ଆକ୍ଟରେ ମାମଲା ରୁଜୁ । ଡିଏସପି ଯୁଗଳ ମଲ୍ଲିକଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଛି ।ସୂଚନା ଅନୁସାରେ, ୨୦୨
Download Argus News App
