ଆଜି ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ତେବେ କୋଭିଡ ପାଇଁ ୨ ବର୍ଷ ମାଆଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ । କିନ୍ତୁ ଏବେ କଟକଣା ହଟିଥିବାରୁ ମାଆଙ୍କ ଦର୍ଶନ ପାଇଁ ଛୁଟିଛି ଭକ୍ତଙ୍କ ଭିଡ଼ । ମାଆଙ୍କ ଜନ୍ମୋତ୍ସବ ପାଇଁ ପୁରା ମନ୍ଦିରକୁ ଫୁଲରେ ସଜା ଯାଇଛି ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।