ସ୍ଥାନୀୟ ଲୋକେ ଶିଶୁଟିକୁ ପାଉଁଶକୁଲି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଉଥିବା ରାସ୍ତାରେ ଶିଶୁଟିର ମୃତ୍ୟୁ ହୋଇଛି । ତେବେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ସେଠାରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି ।
ତେବେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର

ଅର୍ଗସ ବ୍ୟୁରୋ : ଟ୍ରାକ୍ଟର ଧକ୍କାରେ 4ବର୍ଷର ଶିଶୁ କନ୍ୟାର ମୃତ୍ୟୁ । ସିଂଲା ଥାନା ଅଧୀନ କାଦରାୟାଁ ପଞ୍ଚାୟତରେ ଘଟିଛି ଏହି ଅଘଟଣ । 144 ଧାରା ଉଲଂଘନ କରି ପଶ୍ଚିମବଙ୍ଗକୁ ଟ୍ରାକ୍ଟରରେ ବେଆଇନ୍ ବାଲି ଚାଲାଣ ହେଉଥିବାବେଳେ ଆଜି ସେହି ଟ୍ରାକ୍ଟର ଧକ୍କାରେ 4ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି ।
Download Argus News App
