ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ବନ ବିଭାଗ ଲଗେଇଥିଲା ୧୦ଟି ଟ୍ରାପ କ୍ୟାମେରା । ସେଥିରୁ ୨ଟି କ୍ୟାମେରା ଚୋରି ହୋଇ ଯାଇଥିବା ନେଇ ପାଟଣା ଫରେଷ୍ଟର ଚିତ୍ତରଞ୍ଜନ ପରିଡା ଘଟଗାଁ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଘଟଗାଁ ତଦନ୍ତ ଚଳାଇଛି ।
ଅଧିକ ଓଡିଶା ନ୍ୟୁଜ ପଢନ୍ତୁ
ଅର୍ଗସ ବ୍ୟୁରୋ : ଚୋରି ହେଲା ଟ୍ରାପ କ୍ୟାମେରା । କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ମହାବଳ ବାଘ ପାଇଁ ଖଞ୍ଜାଯାଇଥିବା ଟ୍ରାପ କ୍ୟାମେରା ଚୋରି ହୋଇଥିବା ନେଇ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କଲା ପାଟଣା ବନବିଭାଗ ।