ଗ୍ରାମବାସୀଙ୍କ ସାମୂହିକ ସଂକଳ୍ପ ଏବଂ ଦାୟିତ୍ୱବୋଧ କରୋନା ମହାମାରୀ ଉପରେ ଭାରତର ବିଜୟକୁ ଦୃଢ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଯଦି ଧନ ଏବଂ ଦୟାରେ ଧନର ମାପ କରାଯାଇପାରିଥାନ୍ତା ତେବେ ଡଙ୍ଗପାଳ ଗାଁର ଆଦିବାସୀ ଗ୍ରାମବାସୀ ସବୁଠାରୁ ଧନୀ ହୋଇଥାନ୍ତେ ।
If wealth could be measured in compassion and kindness, tribal villagers of Dangapal village in Odisha would have been one of the wealthiest.
Not to be left behind in strengthening India’s fight against corona, every household of this village has contributed to #PMCARES Fund. pic.twitter.com/4p7gsIZswg— Dharmendra Pradhan (@dpradhanbjp) April 18, 2020
କୋରନା ମୁକାବିଲାରେ ଦେଶର ଲଢେଇକୁ ମଜବୁତ୍ କରିବା ପାଇଁ ଏହି ଆଦିବାସୀ ଗାଁର ପ୍ରତ୍ୟେକ ପରିବାର ପିଏମ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି । ଗ୍ରାମର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ ଏବଂ ଦୈନିକ ମଜୁରିଆ ଲାଗି ରୋଜଗାର କରନ୍ତି । ଏହା ସତ୍ୱେ ଗାଁର ପ୍ରାୟ ୩୦୦ ପରିବାର ସେମାନଙ୍କ ସ୍ୱଳ୍ପ ସଂଚୟରୁ ପିଏମ କେୟାର୍ସ ପାଇଁ ୨୭ ହଜାର ଟଙ୍କା ସଂଗ୍ରହ କରାଯିବା ପ୍ରଶଂସନୀୟ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।