ଅଭିଯୁକ୍ତ ୨ ଜଣ ହେଲେ ଆମ୍ବପାଳ ଗ୍ରାମର ସରୋଜ ବେହେରା ଓ ବାବୁଲି ବେହେର । ସୂଚନା ଅନୁସାରେ , ଗତ ୪ଏପ୍ରିଲ ରାତି ଏକ ଟ୍ରକ୍ ଚାଳକ ନାରାୟଣ ସାହୁଙ୍କୁ ଆକ୍ରମଣ କରି ୨ ହଜାର ଟଙ୍କା ଲୁଟ୍ପାଟ କରି ଥିବା ବେଳେ ଅନ୍ୟ ଏକ ଟ୍ରକ୍ ଚାଳକ ବିରଞ୍ଚିଙ୍କ ହାତରେ ଅଭିଯୁକ୍ତ ମାନେ ଛୁରୀରେ ଆକ୍ରମଣ କରିଥିଲେ ।
ଅଭିଯୁକ୍ତ ମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ବେଳେ ତାଙ୍କଠାରୁ ବ୍ୟବହୃତ ଛୁରୀ ,୨ଟି ବାଇକ୍ ଓ ମୋବାଇଲ ଜବତ କରିଥିବା ଥାନା ଅଧିକାରିଣୀ ଦୀପିକା ଦେବୀ ରାୟ ଅଧିକ ଛାନଭିନ୍ କରୁଥିବା ସୂଚନା ଦେଇଛନ୍ତି ।