63.A 55 years old female of Kendrapara District who was also suffering from Diabetes Mellitus & Chronic Kidney Disease.
64.A 5 months old baby girl of Mayurbhanja District who was also suffering from Congenital Acyanotic Heart Disease. — H & FW Dept Odisha (@HFWOdisha) August 27, 2021
ରାଜ୍ୟରେ ଆଜି କରୋନାରେ ମୋଟ 69 ଜଣ ପ୍ରାଣ ହରାଇଥିବାବେଳେ ସେଥିରେ ଦୁଇ ଶିଶୁ କନ୍ୟା ରହିଛନ୍ତି । 5 ମାସର ଶିଶୁ କନ୍ୟାଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ସେ ହୃଦ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲା । ସେହିପରି 12 ଦିନର ଶିଶୁ କନ୍ୟାଟି କଟକର ହୋଇଥିବା ଜଣାପଡିଛି । ସେ ମଧ୍ୟ ହେମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
33.A 56 years old male of Cuttack District who was also suffering from Diabetes Mellitus & Acute Kidney Infection.
34.A 12 days old baby girl of Cuttack District who was also suffering from Hemoglobinopathy. — H & FW Dept Odisha (@HFWOdisha) August 27, 2021
ଆଜି ରାଜ୍ୟରେ ୬୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୬୯୭କୁ ବୃଦ୍ଧି ପାଇଛି ।