ନିଜ ରାଜ୍ୟରେ ତଥା ନିଜ ଅଞ୍ଚଳରେ କାମ ନ ପାଇ କେରଳ ମୁହଁ କୋଟପାଡ଼ ଅଞ୍ଚଳବାସୀ, ଯେତେବେଳେ ରାଜ୍ୟରେ ବିଜେଡି ସରକାର ଶାସନ କରୁଥିଲେ ସେତେ ବେଳେ ଡିଣ୍ଡିମ ପିଟୁଥିଲେ ଲୋକଙ୍କୁ ରାଜ୍ୟରେ ହିଁ ରୋଜଗାର ଦିଆଯାଉଛି କିନ୍ତୁ ଲୋକଙ୍କୁ ରୋଜଗାର ତ ଦୂରର କଥା ଲୋକ ଚାଷ କଲା ପରେ ଧାନ ବିକ୍ରୟ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।୨୪ ବର୍ଷର ସ୍ଥିର ସରକାର ପରେ ଏ ହେଉଛି ବିକାଶର ଚିନ୍ତା ରାଜ୍ୟରେ ମିଳୁନି କାମ । ରୋଜଗାର ଆଶାରେ ବାହାର ରାଜ୍ୟ ମୁହାଁ ଗ୍ରାମାଞ୍ଚଳର ଯୁବକ।
ଅଧିକ ପଢ଼ନ୍ତୁ ଓଡିଶା ଖବର: