ଅଧିକ ପଢ଼ନ୍ତୁ:ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ପଖାଳ
‘ପଖାଳ ଦିବସ’କୁ ନେଇ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଟ୍ଵିଟ୍ କରି ଲେଖିଛନ୍ତି, ‘ପଖାଳ’ ଆମ ଓଡ଼ିଆ ଜନଜୀବନ ଓ ଖାଦ୍ୟପେୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ।
‘ପଖାଳ’ ଆମ ଓଡ଼ିଆ ଜନଜୀବନ ଓ ଖାଦ୍ୟପେୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଓଡ଼ିଆଙ୍କ ଖାଦ୍ୟ ପ୍ରତି ଥିବା ଭଲ ପାଇବା ଓ ଶ୍ରଦ୍ଧାର ପ୍ରତୀକ ।
‘ପଖାଳ ଦିବସ’ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ।
#PakhalaDiwas pic.twitter.com/w0SLXfe52g — Dharmendra Pradhan (@dpradhanbjp) March 20, 2023
ଓଡ଼ିଆଙ୍କ ଖାଦ୍ୟ ପ୍ରତି ଥିବା ଭଲ ପାଇବା ଓ ଶ୍ରଦ୍ଧାର ପ୍ରତୀକ । ‘ପଖାଳ ଦିବସ’ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ।
ଆହୁରି ପଢ଼ନ୍ତୁ:Pakhala Divas 2023 | ଶ୍ରୀ ଜଗନ୍ନାଥଙ୍କର ପ୍ରିୟ ପଖାଳ ଭାତ...ଆହା ମୋ ପଖାଳ କଂସା