ବିଧାୟକ ସେକ୍ସ ରାକେଟ, ଅନେକ ନାରୀମାନଙ୍କ ସହିତ ସମ୍ପର୍କ ରହିଥିବା ନେଇ ତାଙ୍କ ବାନ୍ଧବୀ ସୋମାଲିକା ଦାସ ଅଭିଯୋଗ କରିଥିଲେ । ବିଧାୟକ ପ୍ରେମ କରି ମଧ୍ୟ ସୋମାଲିକାଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ପ୍ରତାରଣା ଭଳି ଅନେକ ଘଟଣା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ ସୋମାଲିକା ।
ପୋଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୋଗର ସମସ୍ତ ତଥ୍ୟ କୋର୍ଟରେ ଦାଖଲ କରିଥିଲେ। ତେବେ ଆସନ୍ତା ଫେବୁୟାରୀ ୨୭ ତାରିଖ ଦିନ ଉଭୟ ଜଗତସିଂହପୁର SDJM କୋର୍ଟରେ ହାଜର ହେବା ନେଇ ସୂଚନା ମିଳିଛି ।
ଆହୁରି ପଢନ୍ତୁ ଓଡିଶା ଖବର...