ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଘଷିପୁରା ଓ ଆନନ୍ଦପୁରର ଦୁଇ ବିଧାୟକ ଯୋଗଦେବା ଅବସରରେ ଚାଷୀ ମାନେ କିଭଳି ଜଳ ସଂଗ୍ରହ କରିବା ସହିତ ଚାଷ କାମରେ ବିନିଯୋଗ କରାଯାଇପାରିବ ସେ ନେଇ ଯତ୍ନବାନ ହେବା ଆବଶ୍ୟକ ବୋଲି ମତପୋଷଣ କରିଛନ୍ତି। ଜଳସମ୍ପଦ ବିଭାଗ ତରଫରୁ ବିଭନ୍ନ ପ୍ରକଳ୍ପ ମାଧ୍ୟମରେ ଚାଷୀ ଙ୍କୁ ଯୋଗାଇ ଦିଆଯାଉଥିବା ପାଣିକୁ ଗାଁ ଗାଁ ରେ ତିଆରି ହୋଇଥିବା ପାଣି ପଞ୍ଚାୟତ ସାହାଯ୍ୟରେ ଚାଷୀଙ୍କ ବିନିଯୋଗ ପାଇଁ ବ୍ୟବହୃତ କରାଯାଉଛି ତେବେ ଯେଉଁ ଚାଷୀ ମାନଙ୍କର ପାଣିର ଅଭାବ ରହୁଛି ସେମାନଙ୍କ ପାଇଁ ବିଭାଗ ଅଧିକ ଯତ୍ନବାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅଧିକାରି।
ସମସ୍ତ ଚାଷୀଙ୍କ ଜମିରେ ପହଞ୍ଚିବ ପାଣି
Download Argus News App
