ଯାହାର ପ୍ରଭାବରେ କମିଛି ଶୀତ।ଆଗାମୀ ୨୪ ଘଣ୍ଟାରେ ପାଗ ରେ ଶୁଖିଲା ରହିବା ସହ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡିଶା ଓ ପାଶ୍ବବର୍ତ୍ତୀ ଜିଲ୍ଲା ଗୁଡିକରେ ଘନ କୁହୁଡି ସହ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି ।
ଘନ କୁହୁଡି ପାଇଁ ଆସନ୍ତାକାଲି ସକାଳ ୮.୩୦ ପର୍ଯ୍ୟନ୍ତ ଗଂଜାମ, ଖୋର୍ଦ୍ଧା, ପୁରୀ ଅନୁଗୁଳ,ଢେ଼ଙ୍କାନାଳ, ଜଗତସିଂହପୁର,କଟକ ୟଲୋ ୱର୍ଣିଂ ଜାରି କରାଯାଇଛି।ଏସବୁ ଜିଲ୍ଲାରେ ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିପାରେ ଭିଜିବିଲିଟି ।
ପାଣିପାଗ ଖବର ଆହୁରି ପଢନ୍ତୁ ।