ଆଜି କାଳବୈଶାଖୀ ଜନିତ ଆମେ ଯେଉଁ ଆକଳନ କରିଥିଲୁ ସେହି ଅନୁସରେ ବର୍ଷା ପବନ ହୋଇଛି। ଏହା ଆସନ୍ତାକାଲି ଓଡିଶା ପହଞ୍ଚିବ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସହିତ ପବନ ହୋଇପାରେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି।
ସୂଚନାନୁସାରେ, ରାଜ୍ୟରେ ଯେଉଁଭଳି ଭାବରେ ପ୍ରଖଳ ଖରା ଲାଗିରହିଥିଲା ସେଥିରୁ ସାମାନ୍ୟ ଆଶ୍ୱସ୍ତ ମିଳିଛି। ଗତ ଦୁଇ ଦିନ ଧରି ଘଡଘଡି ସହ ବର୍ଷା ହୋଇଥିଲା। ଯାହା ଫଳରେ ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ମିଳିଛି। ରାଜ୍ୟରେ ଏତେ ମାତ୍ରାରେ ଖରା ହେଉଥିଲା ଯେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଥିଲା।