ଶିବାନୀ ସକାଳେ ଘର ସାମ୍ନାରେ ଝାଡୁ ମାରୁଥିବା ସମୟରେ ବାରାହା ଟି ତାଙ୍କ ପଛପଟୁ ଆକ୍ରମଣ କରିଥିଲା । ପ୍ରଥମେ କାମୁଡିବା ପରେ ତାଙ୍କୁ ମୁଣ୍ଡିଆ ମରିମାରି କିଛି ବାଟ ନେଇଯାଇଥିଲେ । ଶିବାନୀ ଚିତ୍କାର କରିବାରୁ ବାରାହା ଟି ଅନ୍ୟ ମାନଙ୍କୁ ମଧ୍ୟ କାମୁଡି ଆହତ କରିଥିଲା l
ସ୍ଥାନୀୟ ଲୋକେ ପହଞ୍ଚି ମହିଳାଙ୍କୁ ଉଦ୍ଧର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସୋର ଡାକ୍ତରଖାନା ତାଙ୍କର ଚିକିତ୍ସା ହେଉଛି ଏଥିସହ ଅନ୍ୟ ସମସ୍ତ ପୁରୁଷ, ମହିଳା ମଧ୍ୟ ଆକ୍ରମରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି l ଗୁରୁତର ମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l