ଇଞ୍ଜିନିୟର ବୋଲି ପରିଚୟ ଦେବା ସହ, ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଠକ । ୪ ଟି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ଯୁବତୀ । ସାଇବର ଠକ ପଠାଇ ଥିବା ଗିଫ୍ଟ, ବିମାନବନ୍ଦର କଷ୍ଟମ ବିଭାଗରୁ ମୁକୁଳାଇବା ପାଇଁ ଟଙ୍କା ମାଗିଥିଲା ଠକ । ଠକେଇ ପଛରେ ନାଇଜେରିଆନ ବା ଜାମତରା ଗ୍ୟାଙ୍ଗ ସମ୍ପୃକ୍ତି ସନ୍ଦେହ କରାଯାଉଛି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।