ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ମହେଶ୍ଵର ମହାନ୍ତି, ପିନାକୀ ମିଶ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ଅଶୋକ ପଣ୍ଡା, ସମୀର ଦାସ, ସୁଶାନ୍ତ କୁମାର ସିଂହ, ନବ ଦାସ, ଚନ୍ଦ୍ର ସାରଥୀ ବେହେରା, ଟୁକୁନି ସାହୁ, ସ୍ନେହାଙ୍ଗୀନି ଛୁରିଆ, ତୁଷାରକାନ୍ତି ବେହେରା ପ୍ରଚାରକ ଲିଷ୍ଟରେ ସାମିଲ ହୋଇଛନ୍ତି।
ସେହିପରି ମୁଜିବୁଲା ଖାନ୍, ପ୍ରିତୀ ରଞ୍ଜନ ଘଡାଇ, ପ୍ରଣବ ବଳବନ୍ତରାୟ,ସୁଧିର କୁମାର ସାମଲ, ବ୍ୟୋମକେଶ ରାୟ, , ଉମାକାନ୍ତ ସାମନ୍ତରାୟ, ଅନନ୍ତ ନାରାୟନ ଜେନା, ବିଭୂତି ବଳବନ୍ତ ରାୟ, ରାଜେନ୍ଦ୍ର କୁମାର ସାହୁ, ଦେବୀ ରଞ୍ଜନ ତ୍ରୀପାଠି, ଆକାଶ ଦାସନାୟକ ଓ ଅରିନ୍ଦମ ରାୟ ପ୍ରମୁଖ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି।