ଏକ ବିବାହ ପରମ୍ପରା ଅନୁଯାୟୀ ରୋକା ଉତ୍ସବ ପାଳିତ ହୋଇଥାଏ । ଏହି ଉତ୍ସବର ଅର୍ଥ ହେଲା ଗୋଟିଏ ପୁଅ ସହ ଗୋଟିଏ ଝିଅର ବିବାହ ସ୍ଥିରୀକୃତ ହୋଇଯାଇଛି । ପୁଅ କିମ୍ବା ଝିଅର ବାପା ମା’ଭବିଷ୍ୟତରେ ଅନ୍ୟକୌଣସି ବିବାହ ପ୍ରସ୍ତାବ ଗ୍ରହଣ କରିବେ ନାହିଁ । ସୂଚନା ଥାଉ କି ବିସିସିଆଇ ଆନୁକୁଲ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଚଳିତ ସଂସ୍କରଣ ୟୁଏଇରେ ଖେଳାଯିବ ।
ବିବାହ କରିବେ ବୋଲ୍ଡ ଟିମ ଇଣ୍ଡିଆର ଟପ ସ୍ପିନର, ଟ୍ୱିଟ ଯୋଗେ ସୂଚନା..
ନୂଆଦିଲ୍ଲୀ: ବିବାହ ବଲରେ ବୋଲ୍ଡ ଟିମ ଇଣ୍ଡିଆର ଟପ ସ୍ପିନର । ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବିବାହ ନିଶ୍ଚିତ ହୋଇଛି । ଚହଲ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସୂଚନାନୁସାରେ, ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ବିବାହ କରିବା ନିଶ୍ଚିତ ହୋଇଯାଇଛି । ଶନିବାର ଚହଲ ଓ ଧନଶ୍ରୀଙ୍କ ପାରମ୍ପରିକ ରୋକା ଉତ୍ସବ ଅନୁଷ୍ଠିତ ହୋଇଥିବା ଟ୍ୱିଟ କରି କରି ସୂଚନା ଦେଇଛନ୍ତି ଚହଲ ।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
