ସୁପର ଓଭରରେ ଆଫଗାନ ଦଳ ପ୍ରଥମେ ବ୍ୟାଟିଂ କରି ୧୬ ରନ କରିଥିଲା ଓ ଭାରତ ଆଗରେ ୧୭ ରନର ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଭାରତ ମଧ୍ୟ ୧୬ ରନ କରିବାରୁ ମ୍ୟାଚ ପୁଣି ଥରେ ଟାଇ ହୋଇଥିଲା । ଏହା ପରେ ଆଉ ଥରେ ସୁପର ଓଭର ଖେଳ ହୋଇଥିଲା । ଏଥିରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୧ ରନ କରିଥିଲା । ଏହାର ଜବାବରେ ଆଫଗାନିସ୍ତାନ ମାତ୍ର ୧ ରନ କରିପାରିଥିଲା ଓ ଭାରତ ୧୦ ରନରେ ବିଜୟୀ ହୋଇଥିଲା ।
ଅଧିକ ପଢନ୍ତୁ ଖେଳ ଖବର
ମ୍ୟାଚରେ ଅଧିକନାୟକ ରୋହିତ ଶର୍ମା ୬୯ଟି ବଲରୁ ୧୨୧ ରନ୍ର ଶତକୀୟ ପାରି ଓ ରିଙ୍କୁ ସିଂକଙ୍କ ୬୯ ରନ୍ କରିଥିଲେ । ରବି ବିଷ୍ଣୋଇ ୩ ବଲ୍ରେ ୨ ୱିକେଟ୍ ନେଇ ଭାରତକୁ ଜିତାଇବାରୁ ସୁପର ଓଭରର ହିରୋ ପାଲଟି ଯାଇଥିଲେ ।