
ହକି ବିଶ୍ୱକପରେ ଆଜି ଫାଇନାଲ ଫାଇଟ୍
ଅର୍ଗସ ବ୍ୟୁରୋ: ହକି ବିଶ୍ବକପରେ ଆଜି ଫାଇନାଲ ଫାଇଟ୍ । ଟାଇଟଲ ପାଇଁ ବେଲଜିୟମ ଓ ଜର୍ମାନି ମଧ୍ୟରେ ହେବ ଲଢ଼େଇ । ଅଢ଼େଇ ସପ୍ତାହ ଧରି ଓଡ଼ିଶାରେ ଚାଲିଥିବା ହକି ବିଶ୍ବକପର ଆଜି ଖେଳାଯିବ ଫାଇନାଲ ମ୍ୟାଚ୍ । ସନ୍ଧ୍ୟା ୭ଟାରେ ଭୁବନେଶ୍ବ

କ୍ରିକେଟରଙ୍କ ନାଚ ଦେଖି ତାଜୁବ ପ୍ରଶଂସକ
ଅର୍ଗସ ବ୍ୟୁରୋ : କ୍ରିକେଟରମାନେ କେବଳ କ୍ରିକେଟରେ ଛକା,ଚୌକା ମାରି ଧମାଲ କରିନଥାନ୍ତି,ସେମାନଙ୍କ ରିଅଲ ଲାଇଫରେ ବି ସେମାନେ ବେଶ ଧମାଲ କରିଥାନ୍ତି । ସେ ଡ୍ୟାନ୍ସରେ ହେଉ କି କୌଣସି ସଙ୍ଗ୍ ରେ । ସେହିପରି କିଛି ଭିଡିଓ ସୋସିଆ

ବିବାହ ବନ୍ଧନରେ ବାନ୍ଧି ହେଲେ ଅକ୍ଷ୍ସର ପଟେଲ
ଅର୍ଗସ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଭାବେ ଜଣାଶୁଣା ଅକ୍ଷ୍ସର ପଟେଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟଙ୍କ ବିବାହ ଗୁଜୁରାଟର ବଡୋଦରାରେ ବେଶ ଧୁମଧାମରେ ଅନୁଷ୍ଠିତ ହୋଇଥିଲା । ଅକ୍ଷ୍ସର ଏବଂ ମେହା ପରସ୍ପରକୁ

ନେଦରଲାଣ୍ଡକୁ ହରେଇ ଫାଇନାଲରେ ବେଲଜିୟମ
ଭୁବନେଶ୍ୱର: ଦ୍ଵିତୀୟ ସେମିଫାଇନାଲରେ ନେଦରଲାଣ୍ଡକୁ ପେନାଲ୍ଟି ସୁଟ୍ ଆଉଟରେ ହରେଇ ଫାଇନାଲରେ ବେଲଜିୟମ । ମ୍ୟାଚ୍ ଶେଷ ସୁଦ୍ଧା ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ନେଦରଲ୍ୟାଣ୍ଡ ତରଫରୁ ୨୬ ମିନିଟରେ ହିଁ ପ୍ରଥମ ଗୋ

ଫାଇନାଲରେ ପରାସ୍ତ ପରେ କାନ୍ଦିଲେ ଟେନିସ ଷ୍ଟାର
ଅର୍ଗସ ବ୍ୟୁରୋ : କାନ୍ଦିଲେ ଟେନିସ ଷ୍ଟାର ସାନିଆ । ଅପୂରଣୀୟ ରହିଗଲା ଜୀବନରେ ଶେଷ ଗ୍ରାଣ୍ଡ ସ୍ଲମ୍ ଫାଇନାଲ୍ ଜିତିବାର ସ୍ୱପ୍ନ । ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସ ଫାଇନାଲରେ ପରାଜିତ ହେବାପରେ ମେଲବର୍ଣ୍ଣ ରୋଡ ଏରିନାର

କ୍ବାର୍ଟର ଫାଇନାଲରୁ ବାଦ୍ ପଡ଼ିବା ପରେ ନବମ ସ୍ଥାନ ପାଇଁ ଭାରତର ଲଢ଼େଇ
ଅର୍ଗସ ନ୍ୟୁଜ୍: ଚଳିତ ପୁରୁଷ ହକି ବିଶ୍ବକପ ରେ ଭାରତୀୟ ଦଳ କ୍ବାର୍ଟର ଫାଇନାଲରୁ ବାଦ୍ ପଡ଼ିବା ପରେ ନବମ ସ୍ଥାନ ପାଇଁ ଲଢ଼େଇ ଆରମ୍ଭ କରିଛି। ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଜାପାନ ବିପକ୍ଷ ମ୍ୟାଚର

ସମସ୍ତଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୁମାର
ଅର୍ଗସ ବ୍ୟୁରୋ : ଚମକିଲେ ସୂର୍ଯ୍ୟକୁମାର । ସମସ୍ତଙ୍କୁ ପଛରେ ପକାଇ ବନିଲେ ୨୦୨୨ର ଟି-୨୦ କ୍ରିକେଟ୍ ଅଫ ଦ ଇୟର । ଆଇସିସି ପକ୍ଷରୁ ସୂର୍ଯ୍ୟକୁମାରଙ୍କୁ ମିଳିଛି ଏହି ବଡ଼ ପୁରସ୍କାର । ୨୦୨୨ ବର୍ଷ ପାଇଁ ଆଇସିସି ପକ୍ଷରୁ ସୂର୍ଯ୍ୟଙ୍କୁ ଟି-୨୦

ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇଲା ଭାରତ
ଅର୍ଗସ ବ୍ୟୁରୋ : 3-0ରେ ସିରିଜ ପୋଛିଲା ଭାରତ । ଇନ୍ଦୋର ଦିନିକିଆରେ ଇଣ୍ଡିଆର ବାଜିମାତ୍ । ନ୍ୟୁଜିଲାଣ୍ଡକୁ 90 ରନରେ କଲା ପରାସ୍ତ । ଭାରତ ପକ୍ଷରୁ ରଖାଯାଇଥିବା ୩୮୬ ରନର ବିଜୟ ଲକ୍ଷ୍ୟର ଜବାବରେ ନ୍ୟୁଜିଲାଣ୍ଡ ୪୧.୨ ଓଭରରେ ୨୯୫ ରନ କର

ନ୍ୟୁଜିଲାଣ୍ଡ ଆଗରେ ୩୮୬ ରନର ଲକ୍ଷ୍ୟ
ଅର୍ଗସ ବ୍ୟୁରୋ : ୩ୟ ଦିନିକିଆରେ ନ୍ୟୁଜିଲାଣ୍ଡ ଆଗରେ ୩୮୬ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତ ପକ୍ଷରୁ ଦୁଇ ଓପନ
Download Argus News App
