ନବଦୀପ ୪୭.୩୨ ମିଟରର ପର୍ସନାଲ ବେଷ୍ଟ ଥ୍ରୋ କରିଥିଲେ। ସେହିଭଳି ସେହିପରି ସିମରନ ଶର୍ମା ଓମେନ ୨୦୦ ମିଟର ଟି୧୨ର ଇଭେଣ୍ଟ ଫାଇନାଲରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ମେଡାଲ କବଜା କରିଛନ୍ତି। ସିମରନ ୨୪.୭୫ର ପର୍ସନାଲ ବେଷ୍ଟ ସହ ରେସକୁ ଶେଷ କରିଥିଲେ। ଟୋକିଓ ପାରଅଲମ୍ପିକ୍ସ ୨୦୨୦ରେ ଭାରତ ୫ ସ୍ବର୍ଣ୍ଣ,୮ ରୌପ୍ୟ,୬ କାଂସ୍ୟ ସହ ମୋଟ ୧୯ ପଦକ ଜିତିଥିବାବେଳେ ୨୦୨୪ ପ୍ୟାରିସ ପାରା ଅଲମ୍ପିକ୍ସରେ ଭାରତ ପୂର୍ବ ରେକର୍ଡ ଭାଙ୍ଗିଛି ବର୍ତ୍ତମାନ ସୁଦ୍ଧା ପଦକ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ସେଥିରେ ୬ ସ୍ବର୍ଣ୍ଣ,୯ ରୌପ୍ୟ,୧୪ କାଂସ୍ୟ ରହିଛି