ଦଳ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ 56 ରନ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ରୋହିତ ଶର୍ମା 43 ରନ କରିଛନ୍ତି। ସେହିପରି ରସେଲଙ୍କୁ ସର୍ବାଧିକ 5ଟି ଉଇକେଟ ମିଳିଛି।
ରସେଲଙ୍କ ବୋଲିଙ୍ଗରେ ଧରାଶାୟୀ ହେଲା ମୁମ୍ବାଇ ଇଣ୍ଡିଆନ୍ସ, 152 ରନରେ ଅଲଆଉଟ ହେଲା ଦଳ
Download Argus News App
