ବିଶ୍ଵର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ହେଲେ ଭାରତୀୟ ଛାତ୍ରୀ
ଭାରତକୁ ଡବଲ ସଫଳତା: ଭାରତ ପାଇଁ ସୁନା, ରୂପା ଜିତିଲେ ମନୀଷ, ସିଂହରାଜ

ଅର୍ଗସ ବ୍ୟୁରୋ: ଭାରତକୁ ଡବଲ ସଫଳତା । ମନୀଷ ନରୱାଲ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ସିଂହରାଜ ଅଧାନା ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ପାରା ଅଲିମ୍ପିକ୍ସର ୧୧ତମ ଦିନ ଆରମ୍ଭରୁ ଭାରତକୁ ସଫଳତା ମିଳିଛି । ଶୁଟିଂ ଏସଏଚ-୧ କାଟାଗୋରିର ୫୦ ମିଟର ଏୟାର ପିସ୍ତଲ ଇଭେଂଟରେ ମନୀଷ ନରୱାଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାସହ ସିଂହରାଜ ଅଧାନା ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି ।
Download Argus News App
