ଅଧିକ ଖବର ପଢ଼ନ୍ତୁ: ରେଢାଖୋଲରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ
ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା,କଟକ, ଯାଜପୁର, ଅନୁଗୋଳ, ନୟାଗଡ଼, ଦେଓଗଡ଼, ଢେ଼ଙ୍କାନାଳ, ସମ୍ବଲପୁର, କେଉଁଝରରେ ବର୍ଷା ନେଇ ଆଲର୍ଟ କରାଯାଇଛି। ସେହିପରି ଉପକୁଳ ଓଡ଼ିଶାର ୧୩ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ପାଇଁ ୟେଲୋ ୱାର୍ଣିଙ୍ଗ ଜାରି ହୋଇଛି। ଖୋର୍ଦ୍ଧା,ପୁରୀ, ଜଗତସିଂହପୁର, ଗଂଜାମ, କଂଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡା, ଝାରସୁଗୁଡ଼ା, ସୁନ୍ଦରଗଡ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଆହୁରି ଅଧିକ ପଢ଼ନ୍ତୁ: ପଶ୍ଚିମାଝଡ଼ର ପ୍ରଭାବ: ଆଜି ରାଜ୍ୟରେ ହୋଇପାରେ କୁଆପଥର ବର୍ଷା