Prime Odisha @ 7 Pm
2 results found for "Rani Mukerji"

ଫିଲ୍ମ ’ବଣ୍ଟି ଔର ବବଲି ୨’ର ପ୍ରମୋସନରେ ବ୍ୟସ୍ତ ସୈଫ-ରାଣୀ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜି ଖୁବ୍ ଶୀଘ୍ର ଫିଲ୍ମ’ବଣ୍ଟି ଔର ବବଲି ୨’ରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମର ଷ୍ଟାରକାଷ୍ଟ ଏହାର ପ୍ରମୋସନ ଆରମ୍ଭ କରି ଦେଇଛନ୍ତି

ଝିଅ ଏବଂ ଟ୍ୟୁସନ ମାଷ୍ଟରଙ୍କୁ ନେଇ ସୁଟିଂ ପାଇଁ ଗଲେ ରାଣୀ ମୁଖାର୍ଜୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏବେ ବାଛି ବାଛି ଫିଲ୍ମ ସାଇନ୍ କରୁଛନ୍ତି । ଆଉ ଏହା ପଛର କାରଣ ହେଉଛି ତାଙ୍କ ଝିଅ । ସେ ତାଙ୍କ ଝିଅକୁ ସବୁବେଳେ ଅଧିକ ସମୟ ଦେବାକୁ ଚାହାଁନ୍ତି । ଝିଅକୁ ଛାଡି କିଛି ସମୟ ବି ରହିବ