Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ବିଜେଡିର ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
ନିଜ ମୁହଁରେ ମାନିଲେ ନବୀନ ସରକାର ବିକାଶ କରିବାରେ ଅସଫଳ ?
ଅର୍ଗସ ବ୍ୟୁରୋ: ପୁଣି ବିବାଦରେ ପାଣ୍ଡିଆନ । କହୁକହୁ କହିଲେ, ନବୀନଙ୍କ ଇଞ୍ଜିନ ବହୁତ ଭଲ । ତାଙ୍କ ନେତୃତ୍ଵରେ ବିକାଶ ବଢିଆ ହେବ । କିନ୍ତୁ ତାଙ୍କ ନେତୃତ୍ଵରେ ବିକାଶ କେମିତି ହେଉଛି ସେ କଥାବି କହିଦେଲେ ପାଣ୍ଡିଆନ । । ତାଙ୍କ କଥା ଶୁଣିବା ପରେ ଆପଣ ନିଜେ ଜାଣିସାରିଥିବେ ନବୀନଙ୍କ ଇଞ୍ଜିନ ବିକାଶ କେମିତି କରୁଛି ? ପାଣ୍ଡିଆନଙ୍କ ଭାଷାରେ ନବୀନ ଇଞ୍ଜିନ ବହୁତ ଭଲ ବିକାଶ କଲେ
ସାରା ରାଜ୍ୟରେ ପିଇବା ପାଣି ପାଇଁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା, ବଢୁଛି ଜନ ଆକ୍ରୋଶ
ପୁରୀ: ରାଉରକେଲା, ସୁନ୍ଦରଗଡ଼, ହୀରାକୁଦ, ସମ୍ବଲପୁର ପରେ ପୁରୀ। ଯେଉଁ ସହରରେ ବିଜେଡି ସରକାର ପ୍ରଥମେ ଆରମ୍ଭ କରିଥିଲେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା। ସେହି ପୁରୀରେ ଏବେ ପୁଣି ଝାଡ଼ାବାନ୍ତି ଆତଙ୍କ। 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 50ରୁ ଅଧିକ ଲୋକ ଆକ୍ରାନ୍ତ ଅଛନ୍ତି। ଯେଉଁ ସହରକୁ ବିଶ୍ବସ୍ତରୀୟ କରିଥିବା କହି ଡିଣ୍ଡିମ ପିଟୁଛନ୍ତି ବିଜେଡି ସରକାର ସେହି ସହରରେ ଖୋଲିଯାଇଛ