
ଆଗାମୀ 24 ଘଣ୍ଟାରେ ଅଧିକ ତାତିବେ ସୂର୍ଯ୍ୟ, ବଢ଼ିବ ପାରଦ
ଭୁବନେଶ୍ଵର: ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ । ଆସନ୍ତା 24 ଘଣ୍ଟା ପରେ ସ୍ବାଭାବିକଠାରୁ 5 ଡିଗ୍ରୀ ଅଧିକ ତାପମାତ୍ରା ଅନୁଭୂତ ହେବ । ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଏବ

ଜଳୁଛି ଓଡ଼ିଶା: ଫେବୃଆରୀ ମାସରେ ମୁଣ୍ଡଫଟା ଖରା, ଜନଜୀବନ ଅସ୍ତବ୍ୟସ୍ତ
ଭୁବନେଶ୍ଵର: ଫେବୃଆରୀ ମାସରେ ରେକର୍ଡ ଭାଙ୍ଗିଲା ତାତି । ଲଗାତାର 4 ଦିନ ଧରି ଭୁବନେଶ୍ୱର ଦେଶର ସବୁଠୁ ଉତ୍ତତ୍ପ ସହର । ଗତକାଲି 40.6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର 8 ଜିଲ୍ଲାରେ ଆସନ୍ତା 2ରୁ 3 ଦିନ ପର୍ଯ୍ୟନ୍ତ ଗ୍ରୀଷ୍

ରାଜ୍ୟରେ ଶୀତ କମିବା ସହିତ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଶୀତ କମିବା ସହିତ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଏବେଠୁ ରାଜ୍ୟରେ ଗରମ ଅନୁଭୁତ ହେଉଥିବା ଦେଖିବାକୁ ମିଳିଲାଣି । ରାଜ୍ୟରେ ଧିରେ ଧିରେ ତାପମାତ୍ରା ବୃଦ୍ଧି ପାଉଥିବା ନେଇ ଆଞ୍ଚଳିକ ପାଣିପାଗ ବିଭା

କାଳ ବୈଶାଖି ସହିତ ଝିପିଝିପି ଅଦିନିଆ ବର୍ଷା
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର 4ଟି ବ୍ଳକରେ କାଳ ବୈଶାଖି ଦଖିବାକୁ ମିଳିଛି। ଯାହା ଫଳରେ ପ୍ରଥମେ ଘଡଘଡି ଜୋରରେ ପବନ ବହିଥିଲା। ଏତେ ମାତ୍ରାରେ ପବନର ବେଗ ଥିଲା ଯେ ଧୁଳି ଧୂଆଁରେ ଲୋକେ ଅଣନିଶ୍ବାସୀ ହୋଇପଡିଥିଲେ। ଘର

ଆସନ୍ତା 24 ଘଣ୍ଟାରେ ବଜ୍ରାପାତ ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆସନ୍ତା 24 ଘଣ୍ଟାରେ ବଜ୍ରାପାତ ସହ ବର୍ଷା ସମ୍ଭାବନା । କାଲି ପାଇଁ ନୂଆପଡା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଓଡିଶାର ବାଲେଶ୍ୱର, ଗଜପତି ଜିଲ୍ଲାକୁ ଆଲର୍ଟ କରାଯାଇଛି । ସେହିପରି ଆସନ୍ତ

ରାଜ୍ୟରେ ଆସନ୍ତା ୩ଦିନ ଯାଏଁ ବର୍ଷା
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩ଦିନ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । 2ଦିନ ଯାଏଁ ୧୨ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ସତର୍କ କରାଇଛି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ।
ରାଜ୍ୟର ସୁନ୍ଦରଗଡ଼

ଆଜିଠୁ ରାଜ୍ୟରେ ୩ଦିନ ଯାଏଁ ବର୍ଷା
ଭୁବନେଶ୍ୱର: ଆଜି ରାଜ୍ୟରେ ୩ଦିନ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ବର୍ଷା ଓ ଘଡ଼ଘଡ଼ି ନେଇ ବୁଧବାର ୧୧ ଜିଲା, ୧୮ ତାରିଖ ଗୁରୁବାର ଓ ୧୯ ତାରିଖ ଶୁକ୍ରବାର ପାଇଁ ୧୨ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ମଙ୍ଗଳବା
ବଦଳିବ ପାଗ, ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ଵର: ବଦଳିବ ପାଗ। ରାଜ୍ୟରେ ଆସନ୍ତାକାଲି ସଂଧ୍ୟାଠୁ ବର୍ଷା ସମ୍ଭାବନା। ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତାକାଲି ସମ୍ବଲପୁର, ନୂଆପଡା, ବରଗଡ, ଝାରସୁଗୁଡା

ଜାମ୍ମୁ କାଶ୍ମୀରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 3.5
ଅର୍ଗସ ବ୍ୟୁରୋ: ସୋମବାର ସକାଳ 4.56ରେ ଜାମ୍ମୁ କାଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ଭୂକମ୍ପକୁ ନିଶ୍ଚିତ କରିଛି।
ସୂଚନା ଅନୁସାରେ, ଗତ ମାସରେ ଜାମ୍ମ
Argus News App
Get the app for latest videos, live
videos & exclusive programs.
videos & exclusive programs.
OPEN APP