କଟକ ସଦର ଥାନା ଅନ୍ତର୍ଗତ ମହୁରା ଗ୍ରାମରେ ଅଭାବନୀୟ ଘଟଣା । ସ୍ବାମୀର ଛୁରା ମାଡ଼ରେ ମୃତ୍ୟୁବରଣ କଲା ସ୍ତ୍ରୀ । ସାମାନ୍ୟ ବଚସା ପାଇଁ ସ୍ବାମୀ ପାଲଟିଗଲା ନରରାକ୍ଷସ । ସ୍ତ୍ରୀ ଡ୍ୟୁଟିରେ ଥିବା ସମୟରେ ସ୍ତ୍ରୀକୁ ଛୁରାରେ ଆକ୍ରମଣ କରିଥିଲା ସ୍ବାମୀ....
#TheArgus #OdishaNews #Cuttack #Niali #Murder