ବ୍ଲାକ ରୋଜ ଜାହଜ ବୁଡ଼ି ମିଷ୍ଟ୍ରୀ । 11 ବର୍ଷ ପରେ ବି ରହସ୍ୟ ଉପରୁ ହଟିନି ପରଦା । ଜାହାଜ ବୁଡ଼ିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି । 17ଟି ତଦନ୍ତକାରୀ ସଂସ୍ଥାକୁ ଚକମା ଦେଇ ପାଣିରେ ରାଜ କରୁଥିଲା ଜାହଜ । କିନ୍ତୁ ସେହି ପାଣିରେ ହିଁ ନିଜ ସହ ଅନେକ ରହସ୍ୟକୁ ଧରି ବୁଡ଼ିଯାଇଥିଲା ବ୍ଲାକରୋଜ ....
#ArgusNews #OdishaNews #Paradeep #BlackRose_Ship