ପୁଣି ଏକାଠି ହୋଇପାରନ୍ତି ବର୍ଷା ଓ ଅନୁଭବ । ବର୍ଷା ଓ ଅନୁବଭଙ୍କ ମଧ୍ୟରେ ଜାରି ବିବାଦ ମଧ୍ୟରେ ଉଭୟଙ୍କୁ ଭେଟିଛନ୍ତି ଅନ୍ତର୍ଜାତୀୟ ମାନବାଧିକାର କମିଶନ ସଦସ୍ୟ । ଆଲୋଚନା ପରେ ଉଭୟ ପଟୁ ସକାରତ୍ମକ ଉତର ମିଳିଥିବା କହିଛନ୍ତି କମିଶରର ମହିଳା । ସେପଟେ ବିବାଦ ନୁହେଁ ସମାଧାନର ରାସ୍ତା ବାହାର କରି ନୂଆ ଜୀବନ ଆରମ୍ଭ କରିବାରୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ସିନେ କଳାକାର ....
#ArgusNews #OdishaNews #Barsha_Anubhab_Controvercy