ଆଇନଗତ ଲଢେଇର ସାମ୍ନା ସାମ୍ନି ହୋଇଛନ୍ତି ଅଭିନେତ୍ରୀ ବର୍ଷା ଏବଂ ସାଂସଦ ଅନୁଭବ ମହାନ୍ତି । ବର୍ଷା ଘରୋଇ ହିଂସା ନେଇ କଟକ ଏସଡିଜେଏ କୋର୍ଟର ଦ୍ୱାରସ୍ଥ ହୋଇଥବା ବେଳେ ଓଲିଉଡ ଅଭିନେତା ତଥା ସାଂସଦ ଅନୁଭବ ଛାଡପତ୍ର ଆବେଦନ ନେଇ ଦିଲ୍ଲୀ ପଟିଆଲା ଫାମିଲ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଯାହାକୁ ନେଇ ସମଗ୍ର ରାଜ୍ୟରେ ଜୋର ଧରିଛି ଚର୍ଚ୍ଚା । #ArgusNews #TheArgus #AnubhavMohanty #VarshaPriyadarshini