ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାର କିଏ ହେବ ଭାଗ୍ୟବାନ ରାଷ୍ଟ୍ରପତି !
ଭାରତୀୟମାନଙ୍କ ମନରେ ଉତ୍କଣ୍ଠା, କ’ଣ ରହିବ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କର ଭାରତ ପ୍ରତି ଆଭିମୁଖ୍ୟ !
ରିପବ୍ଲିକାନ୍ ପାର୍ଟିର ଡୋନାଲ୍ଡ ଟ୍ରମ୍ପ୍ ନା ଡେମୋକ୍ରାଟିକ୍ ପାର୍ଟିର ଜୋ ବିଡ଼େନ୍, କିଏ ହେବେ ଶକ୍ତିଶାଳୀ ରାଷ୍ଟ୍ରର ପରବର୍ତ୍ତୀ ରାଷ୍ଟ୍ରମୁଖ୍ୟ ?
#ArgusNews #Usa_Election #Trump #Biden