ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ....
Thu, Feb 18 | 8:05 a.m.
ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ତୟାର କରିଛନ୍ତି ବିରୋଧୀ । ପରୀ, ଚାଷୀ, ମାହାଙ୍ଗା ମର୍ଡର, ସୀମା ବିବାଦ, ଆଇନଶୃଙ୍ଖଳା, ମଣ୍ଡି ସମସ୍ୟା ଓ ଖଣି ଦୁର୍ନୀତିକୁ ମୁଦ୍ଦା କରିବ ବିଜେପି । ଲିଙ୍ଗରାଜ , ପୁରୀ ମନ୍ଦିର ବାଇ-ଲର ପ୍ରକୃତ ତଥ୍ୟ ନେଇ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛି ଦଳ ....
#ArgusNews