2012-13 ରେ ମଧ୍ୟ ବାପାଙ୍କ ଉପରକୁ ଆକ୍ରମଣ ହୋଇଥିଲା ସେତେବେଳେ ବି ପୋଲିସ ନିରବଦ୍ରଷ୍ଟା ସାଜି କୌଣସି ଆକ୍ସନ ନେଇନଥିଲା । ସେତେବେଳେ ମଧ୍ୟ ଆମେ ପୋଲିସର କୌଣସି ସହଯୋଗ ପାଇନଥିଲୁ ।ସିସିଟିଭି ଫୁଟେଜ ଚେକ୍ କରାଯାଉ ସେଥିରୁ ଜଣାପଡିବ ବାପାଙ୍କ ଷଡଯନ୍ତ୍ର ପଛରେ କିଏ ଅଛି ବୋଲି ପ୍ରତିକ୍ରିୟା ରଖିଲେ ସର୍ବେଶ୍ବର ବେଉରାଙ୍କ ପୁଅ ....
#ArgusNews #Odisha #Justice #Attack #RokThok