ଅର୍ଗସ ଓ ଖିମଜୀ ମିଳିତ ସହଯୋଗରେ ହୋଇଥିବା ସୁନାବେଶ କୁଇଜର ୧୮ ନଂ ପ୍ରଶ୍ନର ଉତ୍ତର ଦେଇ ବିଜେତା ହୋଇଛନ୍ତି ଜଗତସିଂପୁର ଜିଲ୍ଲାର ପଦ୍ମ ଲୋଚନ ଦାସ । ଜିତିଛନ୍ତି ସୁନା କଏନ୍ । ଶ୍ରୀ ଦାସଙ୍କ ସହ, ଆମ ପ୍ରତିନିଧିଙ୍କ ସ୍ୱତନ୍ତ୍ର ଆଲୋଚନା ।
#ArgusNews #ArgusNewsTV #Odisha #GoldCoinContest #JaganathaTemple #Jagatsinghpur