ରାସ୍ତାରେ ୪ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି । କଟକ ଜିଲ୍ଲା ଆଠଗଡ଼ ବ୍ଲକ ମହାକାଳବସ୍ତ ପଞ୍ଚାୟତର ଦହିସରା ଏବଂ ଚମ୍ପାପୁର ଢାଉରଙ୍ଗ ଗଡାରେ ପ୍ରବାହିତ ହେଉଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ।
#Cuttack #Athagarh #flood #Odisha #ArgusNews