Sun, Feb 21 | 7:44 a.m.
ଖାନନଗରରେ ଶ୍ମଶାନ କାଳୀ ମନ୍ଦିରର ହେବ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ
ନୂଆ ରୂପ ପାଇବ ମାଁ ଶ୍ମଶାନ କାଳୀ ମନ୍ଦିର। ତିଆରି ହେବ ଟେମ୍ପଲ୍ କମ୍ପ୍ଲେକ୍ସ। ନେତାଜୀ ବସ୍ ଟର୍ମିନାଲ ସହ ମନ୍ଦିର ଓ ତା ଆଖପାଖ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଦୁଇ କୋଟି ଟଙ୍କା। ସ୍ପେଶାଲ୍ ପ୍ରୋବ୍ଲେମ୍ ଫଣ୍ଡରୁ ଏହି ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେପଟ