|| ARGUS UPDATE NEWS 8AM ||
- ରାଜ୍ୟରେ ୧୦ ହଜାର ତଳକୁ ଖସୁଛି ଦୈନିକ ସଂକ୍ରମଣ…
- ସହିପାରିଲେନି ପୁଅର ମୃତ୍ୟୁ… ଚାଲିଗଲା ବାପାଙ୍କ ଜୀବନ…
- କିଏ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ…
- ୫ ଜିଲ୍ଲାରେ କୁଆପଥର ବର୍ଷା ସମ୍ଭାବନା…
- ଆଜି ବିଶ୍ବମାତୃ ଦିବସ… ମାଆ ଶିକ୍ଷା ଦିଏ ଜୀବନ ଯୁଦ୍ଧରେ ବିଜୟୀ ହେବାର ମନ୍ତ୍ର ଦିଏ...
- ଚଳିତବର୍ଷ କୋଭିଡ୍ କଟକଣାରେ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା...
#ArgusNews #Odisha #ArgusUpdate