ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓଙ୍କ ବିସ୍ଫୋରକ ବୟାନ । DFO ସଂଗ୍ରାମ ବେହେରାଙ୍କ ଉପରେ ଉପର ମହଲାରୁ ଆଶୀର୍ବାଦ ଅଛି ।
#ACFDeathCase #ParalakhemundiACF #ACFDeathOdisha #Soumyaranjan #Bidyabharti #ACFMurder #Gajapati #DFO #Collector #ArgusNews #Odisha