ବଲାଙ୍ଗୀର ବନ ବିଭାଗକୁ ବଡ଼ ସଫଳତା ମିଳିଛି । ଦୀର୍ଘ ଦିନରୁ ଜିଲ୍ଲାର ଖପ୍ରାଖୋଲ-ଲାଠୋର ବନବିଭାଗ ରେଞ୍ଜ ଠାରେ ଚାଲିଥିବା ବଜ୍ରକାପ୍ତା ବେପାରର ପର୍ଦାଫାସ କରିଛି ବନବିଭାଗର ଏକ ସ୍ୱତନ୍ତ୍ର ଟିମ ।
#ForestDepartment #Balangir #pangolin #raid #Odisha #ArgusNews