ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଭର୍ଚୁଆଲରେ ସମୀକ୍ଷା କରୁଛନ୍ତି SEC । ନିର୍ବାଚନ କମିଶନଙ୍କ ବୈଠକରେ ପୋଲିସ ଡ଼ିଜି ସୁନୀଲ ବଂଶଲଙ୍କ ପ୍ରତିକ୍ରିୟା ।
#StateElectionCommission #PanchayatElections #meeting #Odisha #ArgusNews