କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଜାମୁଯୋଡ଼ି ପଞ୍ଚାୟତ ଜାମୁପଶି ସାହିରେ ଅଘଟଣ । ପୋଖରୀରେ ବୁଡ଼ି ମାଆ ଓ ଝିଅ ମୃତ । ଚାଷ କାମ ସାରି ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଯାଇଥିଲେ ଦୌପଦୀ ନାୟକ ଓ ତାଙ୍କ ସାନ ଝିଅ ରିଙ୍କି ନାୟକ ।
#ArgusNews #Odisha #ArgusUpdate #Keonjhar #death