ଟଙ୍କା ଦିଅ, ଚାକରି ନିଅ। କେନ୍ଦୁଝର ଜିଲ୍ଲା ଜୀବିକା ମିସନ୍ ଜୀବିକା ମିଶନରେ ପଂଚାୟତ ସ୍ତରରେ ଚାଲୁଥବା ନିଯୁକ୍ତ ପ୍ରକ୍ରିୟାରେ ଆଶାୟୀ ମାନଙ୍କଠାରୁ ଟଙ୍କା ଆଦାୟ ହେଉଛି। ଖୋଦ୍ ଅଫିସର ଏହି ଟଙ୍କା ମାଗୁଥିବାର ଅଡିଓ ଏବେ ଭାଇରାଲ ହେବା ପରେ ଜୀବିକା ମିଶନର ନିଯୁକ୍ତି କେଳେଙ୍କାରୀ ବିଷୟ ପଦାକୁ ଆସିଛି ।... #viralAudio #Corruption #moneyforjob #Exposed #ArgusNews